ତପନ
ଦେଖଣା
ତପନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ତପ୍ ଧାତୁ+କର୍ତ୍ତୃ ଅନ)
[ସମ୍ପାଦନା]- ୧. ସୂର୍ଯ୍ୟ — ୧. The sun.
- ୨. ସୂର୍ଯ୍ୟକାନ୍ତମଣି —୨. The sun-stone; a gem.
- ୩. ନରକର ଭାଗବିଶେଷ — ୩. A division of hell.
[ଦ୍ରଷ୍ଟବ୍ୟ —ଏଠାରେ ଅଗ୍ନି ଜ୍ୱାଳାରେ ପାପୀମାନେ ଦଗ୍ଧ ହୁଅନ୍ତି]
- ୪. ଗ୍ରୀଷ୍ମକାଳେ —୪. The summer.
- ୫. ଅଗ୍ନିବିଶେଷ —୫. Name of a sacrificial fire.
- ୬. ଅକନ୍ଦ ବୃକ୍ଷ; ଅର୍କଗଛ — ୬. The swallowwort Calotropis Gigantea.
- ୭. ଖରା (ହିନ୍ଦୀ - ଶବ୍ଦସାଗର) —୭. Sun's rays.
- ୮. ନାୟକ ବିୟୋଗରେ ନାୟିକାପ୍ରଦର୍ଶିତ ହାବଭାବ — ୮. The expressions of grief of a lady on the death of her lover.
- ୯. (+ଭାବ ଅନ)—ଉତ୍ତାପ; ତାପ — ୯. Heat; warmth.
- ୧. ଦାହ; ଜ୍ୱଳନ —୧୦. Burning.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. (+କର୍ତ୍ତୃ. ଅନ) ଉତ୍ତାପଜନକ; ସନ୍ତାପକ — ୧. Heating; warm; burning.