Jump to content

ତପନୀୟ

ଉଇକିଅଭିଧାନ‌ରୁ

ତପନୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତପ୍ ଧାତୁ+କର୍ମ. ଅନୀୟ)

[ସମ୍ପାଦନା]

ଉତ୍ତପ୍ତ କରିବାର ଉପଯୁକ୍ତ —Fit to be heated; required to be heated.

ବିଶେଷ୍ୟ -

[ସମ୍ପାଦନା]
୧. ସୁବର୍ଣ୍ଣ; ସୁନା; (ଯାହାକୁ ଅଗ୍ନିଦ୍ୱରା ଉତ୍ତପ୍ତ କରା ଯାଏ) —୧. Gold.
୨. କନକ ଧୁତୁରା; କଳା ଦୁଦୁରା —୨. The violet variety of Datura Fastuosa flower and plant.