ତପନ ତନୟ
ଦେଖଣା
ତପନ ତନୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଂ. (ତପନ+ତନୟ; ୬ଷ୍ଠୀ ତତ୍)
[ସମ୍ପାଦନା]- ୧. ତପନାତ୍ମଜ —The son of the Sun- god.
- ୨. ଯମ —୨. Jama; the God of death.
- ୩. ଶନିଗ୍ରହ —୩. The planet Saturn.
- ୪. କର୍ଣ୍ଣରାଜା —୪. The king Karṇṇa
[ଦ୍ରଷ୍ଟବ୍ୟ —କୁନ୍ତୀଙ୍କ କୁମାରୀ ଅବସ୍ଥାରେ ସୂର୍ଯ୍ୟଦେବଙ୍କ ଔରସରେ ଏ ରଜା କୁନ୍ତୀଙ୍କ ଗର୍ଭରୁ କାନ ବାଟେ ଜନ୍ମିଥିଲେ ବୋଲି ପୁରାଣରେ ବର୍ଣ୍ଣିତ ଅଛି]
- ୫. ସୁଗ୍ରୀବ —୫. A monkey-king.