Jump to content

ତପନ ତନୟା

ଉଇକିଅଭିଧାନ‌ରୁ

ତପନ ତନୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ତପନ+ତନୟା; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ତପନାତ୍ମଜା; ସୂର୍ଯ୍ୟଙ୍କ କନ୍ୟା — ୧. The daughter of the Sun-god.
୨. ଗୋଦାବରୀ ନଦୀ — ୨. The river Godābarī in South India.
୩. ଯମୁନା ନଦୀ —୩. The river J̄amunā passing through Muttra.
୩. ଶମୀବୃକ୍ଷ; ବବୁରଜାତୀୟ ଏକପ୍ରକାର ବୃକ୍ଷ — ୪. Name of a tree from which fuel for Vedic sacrifices (homa) is gathered; Acacia Suma
୫. ବ୍ରଜାଙ୍ଗନା; ଗୋପୀ — ୫. The women-devotees of Ṡrīkṛushṇa.