Jump to content

ତପନ ତାପ

ଉଇକିଅଭିଧାନ‌ରୁ

ତପନ ତାପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତପନ+ତାପ; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ସୂର୍ଯ୍ୟଙ୍କର ତେଜ — ୧. The heat of the sun.
୨. ଖରା —୨. The rays of the sun.

[ଦ୍ରଷ୍ଟବ୍ୟ —ଏହିପରି ୩ୟା ତତ୍ପୁରୁଷରେ ତପନତପ୍ତ, ତପନତାପିତ, ତପନୋତ୍ତାପିତ ଆଦି ଶବ୍ଦ ନିଷ୍ପନ୍ନ ହୁଏ]