Jump to content

ତପଶ୍ଚର

ଉଇକିଅଭିଧାନ‌ରୁ

ତପଶ୍ଚର

ଉଚ୍ଚାରଣ

[ସମ୍ପାଦନା]
(ତପଶ୍ଚରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ତପସ୍+ଚର ଧାତୁ=ଆଚରଣ କରିବା+କର୍ତ୍ତୃ. ଆ)

[ସମ୍ପାଦନା]

ତପସ୍ୟା କରୁଥିବା ବ୍ୟକ୍ତି —A person engaged in religious austerities.

ବିଶେଷଣ - ପୁଂ.

[ସମ୍ପାଦନା]

ତପସ୍ୟାକାରୀ — Practising austerities.