Jump to content

ତପଶ୍ଚରଣ

ଉଇକିଅଭିଧାନ‌ରୁ

ତପଶ୍ଚରଣ

ଉଚ୍ଚାରଣ

[ସମ୍ପାଦନା]

ତପଶ୍ଚର୍ଯ୍ୟା, ତପଶ୍ଚାରଣଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ତପଃ+ଚରଣ; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ତପସ୍ୟା କରିବା; ତପଃ ସାଧନା; ତପସ୍ୟାର ଅନୁଷ୍ଠାନ — ୧. The practising of religious austerities; engagement in spiritual meditation.
୨. ତପସ୍ୟା; ମୁନିବୃତ୍ତି — ୨. Asceticism; religious mortification.