Jump to content

ତପସ୍ୱାନ

ଉଇକିଅଭିଧାନ‌ରୁ

ତପସ୍ୱାନ

ଉଚ୍ଚାରଣ

[ସମ୍ପାଦନା]
(ତପସ୍ୱତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ତପସ୍+ବତ୍; ୧ମା. ୧ବ)

[ସମ୍ପାଦନା]

ତପସ୍ୱୀ — Sage; anchorite.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ତପସ୍ୟା କରୁଥିବା; ତପୋରତ — Engaged in the practice of austerities.