Jump to content

ତପା

ଉଇକିଅଭିଧାନ‌ରୁ

ତପା

ଉଚ୍ଚାରଣ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଉର୍ଦ୍ଦୂ)

[ସମ୍ପାଦନା]

ଟପ୍ପା; ପ୍ରଗନ୍ନା; ତାଲୁକ; ମୁସଲମାନ୍ ରାଜତ୍ୱ ସମୟରେ କରାଯାଇଥିବା ଦେଶାଂଶର ବିଭାଗ — A Pergunnah or Sub-division, prevalent during the Mohomedan rule in India.


[ଦ୍ରଷ୍ଟବ୍ୟ —ଏହାର ସାଙ୍କେତିକ ଚିହ୍ନ ତ ଯଥା— ତ ଗୋପାଳ— ପୁର=ତପେ ଗୋପାଳପୁର, ଅର୍ଥାତ୍ ଗୋପାଳପୁର ନାମକ ତପାର ଅନ୍ତର୍ଗତ]