ତପୁଡିଆଁ କରିବା
କୌଣସି କାର୍ଯ୍ୟକୁ ଅଧାଖଣ୍ଡିଆ ଭାବରେ କରିବା; କୌଣସି କାର୍ଯ୍ୟ କରିବା ସମୟରେ ମଝିରୁ କେତେକ ଛାଡ଼ିଯାଇ ପରବର୍ତ୍ତୀ ଅଂଶ କରିଯିବା — To do some work (e.g. writing, reading) by omitting portions in the middle; to do a thing by halves or hap-hazardly.