ତପୁସ
ଜଣେ ଉତ୍କଳବାସୀ ବଣିକଙ୍କ ନାମ, ଯେ କି ପରେ ବୁଦ୍ଧଦେବଙ୍କ ଶିଷ୍ୟ ହୋଇଥିଲେ (କୃପାସିନ୍ଧୁ— ଉତ୍କଳ ଇତିହାସ) —The name of a tradesman of Orissa, who during the later part of hislife became a disciple of the Buddha.