ତପେଇବା
ଦେଖଣା
ତପେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ତପ୍ ଧାତୁ)
[ସମ୍ପାଦନା]ତତାଇବା —To heat.
ତାପେ ତପାଇଲାତ, ନାମ ଜପାଇଲାତ ଅଭିମନ୍ୟୁ ବିଦଗ୍ଧ ଚିନ୍ତାମଣି
ତପେଇବା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ)କ୍ରିୟାପଦ -
[ସମ୍ପାଦନା]ଛାଡ଼ି ଦେବା — To let go.
ପ୍ରାଦେଶିକ - (ସଂସ୍କୃତ - ତପ ଧାତୁ) (କଳାହାଣ୍ଡି) ବିଶେଷ୍ୟ -
[ସମ୍ପାଦନା]ତତେଇବା — To heat; to warm.