Jump to content

ତପୋଧନ

ଉଇକିଅଭିଧାନ‌ରୁ

ତପୋଧନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ବହୁବ୍ରୀହି; ତପଃ+ଧନ)

[ସମ୍ପାଦନା]
୧. ଯୋଗୀ; ମୁନି; ଋଷି — ୧. A sage; an ascetic.
୨. (ରୂପକ କର୍ମଧାରୟ) ତପସ୍ୟା ରୂପ ଧନ — ୨. Asceticism compared to riches.
୩. ତପୋଲଭ୍ୟ ସ୍ୱର୍ଗାଦି —୩. Heaven etc aimed at by an ascetic.
୪. ମୁଣ୍ଡୀର ବୃକ୍ଷ (ପ୍ରକୃତିବାଦ) (ଦେଖ) - — ୪. The Muṇḍira tree. (See)
୫. ଦମନକ (ହିନ୍ଦୀ - ଶବ୍ଦସାଗର) (ଦେଖ) - — ୫. Damanaka plant. (See)
୬. ଗୋରଖମୁଣ୍ଡୀ (ହିନ୍ଦୀ - ଶବ୍ଦସାଗର) (ଦେଖ) - ୬. Gorakhamuṇḍī (See)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଅତ୍ୟନ୍ତ ଧାର୍ମିକ —Eminently pious.