Jump to content

ତପୋନିଧି

ଉଇକିଅଭିଧାନ‌ରୁ

ତପୋନିଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ବହୁବ୍ରୀହି; ତପଃ+ନିଧି)

[ସମ୍ପାଦନା]
୧. ତପସ୍ୱୀ; ମୁନି; ଋଷି —୨. An ascetic.


୨. ଅତ୍ୟନ୍ତ ଧାର୍ମିକ ବ୍ୟକ୍ତି — ୨. An eminently pious person.