Jump to content

ତପୋନିଷ୍ଠ

ଉଇକିଅଭିଧାନ‌ରୁ

ତପୋନିଷ୍ଠ

ଉଚ୍ଚାରଣ

[ସମ୍ପାଦନା]
(ତପୋନିଷ୍ଠା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ତପଃ+ନିଷ୍ଠା)

[ସମ୍ପାଦନା]

ତପସ୍ୟାନିରତ; ତପଃପରାୟଣ — Steadily engaged in practising austerities.