Jump to content

ତପୋବନ

ଉଇକିଅଭିଧାନ‌ରୁ

ତପୋବନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ତପଃ+ବନ)

[ସମ୍ପାଦନା]
୧. ମୁନିଙ୍କ ଆଶ୍ରମ — ୧. A hermit's grove; hermitage.
୨. ତୀର୍ଥସ୍ଥାନ ବିଶେଷ — ୨. Name of a place of pilgrimage.

[ଦ୍ରଷ୍ଟବ୍ୟ —ଏହା ହରିଦ୍ୱାରର ଉତ୍ତରରେ ହୃଷୀକେଶ ଓ ଲଛମନ— ଝୋଲାର ମଧ୍ୟବର୍ତ୍ତୀସ୍ଥାନରେ ଅବସ୍ଥିତ କେହି କେହି କହନ୍ତି ଏହା ବୃନ୍ଦାବନ ଅନ୍ତର୍ଗତ ଏବଂ ଏଠାରେ ଗୋପୀମାନେ କାତ୍ୟାୟନୀ ବ୍ରତ ଅନୁଷ୍ଠାନ କରିଥିଲେ]