Jump to content

ତପୋବଳ

ଉଇକିଅଭିଧାନ‌ରୁ

ତପୋବଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍ ବା ମ. ପ. ଲୋ; ତପଃ+ବଳ)

[ସମ୍ପାଦନା]

ତପସ୍ୟା ଜନିତ ପରାକ୍ରମ ବା କ୍ଷମତା —Power or potency acquired by the practice of austerities; potency of penances.