Jump to content

ତପୋମୟ

ଉଇକିଅଭିଧାନ‌ରୁ

ତପୋମୟ

ଉଚ୍ଚାରଣ

[ସମ୍ପାଦନା]
(ତପୋମୟୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଂ. (ତପଃ+ପ୍ରାଚୁର୍ଯ୍ୟାର୍ଥରେ ମୟ)

[ସମ୍ପାଦନା]

ତପଃ ପ୍ରଧାନ —Abounding in religious austerities.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]
୧. ପରମେଶ୍ୱର —୧. God.
୨. ମହାଦେବ —୨. God Ṡiba.