Jump to content

ତପ୍ତକୁମ୍ଭ

ଉଇକିଅଭିଧାନ‌ରୁ

ତପ୍ତକୁମ୍ଭ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ତପ୍ତ+କୁମ୍ଭ)

[ସମ୍ପାଦନା]
୧. ଉତ୍ତପ୍ତ ମାଠିଆ — ୧. A heated jug.
୨. ନରକ ବିଶେଷ; ହିନ୍ଦୁଶାସ୍ତ୍ରୋକ୍ତ ୮୪: ନରକ ମଧ୍ୟରୁ ଏକତମ —୨. Name of a hell.