ତପ୍ତକୃଚ୍ଛ୍ର
ଦେଖଣା
ତପ୍ତକୃଚ୍ଛ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ତପ୍ତ+କୃଚ୍ଛ୍ର)
[ସମ୍ପାଦନା]ବ୍ରତ ବା ପ୍ରାୟଶ୍ଚିତ୍ତ ବେଶେଷ —A peculiar sort of religious penance or mortification.
[ଦ୍ରଷ୍ଟବ୍ୟ —ଏ ବ୍ରତରେ ୩ଦିନ ଲେଖାଏଁ ଉଷ୍ଣଦୁଗ୍ଧ, ଘୃତ ଓ ଜଳପାନ କରି ରହିବାକୁ ହୁଏ ମତାନ୍ତରରେ ଏ ବ୍ରତ ୧୨: ଦିନ କରାଯାଏ ଓ ଏ ବ୍ରତରେ ପ୍ରଥମ ୩ଦିନ ପ୍ରତିଦିନ ୩ପଳ ଗରମ ଦୁଧ, ୨ୟ ୩ଦିନ ନିତି ୧ପଳ ଗରମ ଘିଅ, ୩ୟ ୩ଦିନ ୬ପଳ ଲେଖାଏଁ ଗରମ ଜଳ ଓ ଶେଷ ୩ଦିନ ଗରମ ଦୁଧରୁ ଉଠୁଥିବା ବାମ୍ଫ ସେବନ କରିବାକୁ ହୁଏ ଏ ବ୍ରତ କଲେ ବ୍ରାହ୍ମଣ ସବୁପ୍ରକାର ପାପରୁ ବିମୁକ୍ତ ହୁଏ—ହିନ୍ଦୀ - ଶବ୍ଦସାଗର]