ତପ୍ତମୁଦ୍ରା
ଦ୍ୱାରିକାରେ ଭକ୍ତମାନଙ୍କ ବାହୁ ଆଦିରେ ଦିଆ ଯାଉ— ଥିବା ଶଙ୍ଖ ଚକ୍ରାଦି ଚିହ୍ନ; ଉତ୍ତପ୍ତ ଧାତୁମୟ ମୋହରର ଛାପ —Marks of conch and discus made on the arms of devotees with heated metal seals.