ତପ୍ତ ବୈତରଣୀ
ଦେଖଣା
ତପ୍ତ ବୈତରଣୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ହିନ୍ଦୁ ପୁରାଣ ମତରେ ମୃତ୍ୟୁ ପରେ ମନୁଷ୍ୟକୁ ପ୍ରେତ ରୂପେ ଯେଉଁ ତପ୍ତଜଳ— ପୂର୍ଣ୍ଣ ନଦୀ ପାରି ହେବାକୁ ପଡ଼େ — A river seething with boiling water which the ghost of a deceased person is said to have to pass after death according to the Hindu Purāṇas.