Jump to content

ତପ୍ତ ମାଷକ

ଉଇକିଅଭିଧାନ‌ରୁ

ତପ୍ତ ମାଷକ

ଉଚ୍ଚାରଣ

[ସମ୍ପାଦନା]

(ଅପ୍ତମାଷ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ତପ୍ତ+ମାଷକ=ବିରି)

[ସମ୍ପାଦନା]

ମାଣ୍ଡୁ ବା ପରୀକ୍ଷାବିଶେଷ — A particular mode of trial to find out if an accused is guilty.

[ଦ୍ରଷ୍ଟବ୍ୟ —ଏ ପରୀକ୍ଷାରେ ଅପରାଧୀ ବା ସନ୍ଦେହୀ ବ୍ୟକ୍ତିକୁ ହାତରେ ତାତିଲା ବିରି ଧରିବାକୁ ଦେଇ ସେ ଦୋଷୀ ବା ନିର୍ଦ୍ଦୋଷ ପ୍ରମାଣ କରାଯାଉଥିଲା ମତାନ୍ତରରେ ନିଆଁ ଉପରେ କରେଇରେ ଫୁଟୁଥିବା ଘିଅ ବା ତେଲରେ ଆଙ୍ଗୁଠି ବୁଡ଼ାଇଲେ ଯେବେ ସେ ବ୍ୟକ୍ତିର ହାତରେ ଫୋଟକା ହେଉ ନ ଥିଲା ତେବେ ସେ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହେଉଥିଲା ହିନ୍ଦୀ - ଶବ୍ଦସାଗର]