Jump to content

ତପ୍ତ ଶୂର୍ମ୍ମିକୁଣ୍ଡ

ଉଇକିଅଭିଧାନ‌ରୁ

ତପ୍ତ ଶୂର୍ମ୍ମିକୁଣ୍ଡ

ଉଚ୍ଚାରଣ

[ସମ୍ପାଦନା]

(ତପ୍ତଶୂର୍ମୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - କ୍ଳୀ

[ସମ୍ପାଦନା]

ନରକବିଶେଷ — Name of a hell.

[ଦ୍ରଷ୍ଟବ୍ୟ —ଏଥିରେ ଅଗମ୍ୟା ସ୍ତ୍ରୀ ସଂଭୋଗକାରୀ ପୁରୁଷ ବା ଅଗମ୍ୟ ପୁରୁଷ ସମ୍ଭୋଗକାରିଣୀ ସ୍ତ୍ରୀ ପାଚିକରି ନାଲି ହୋଇଥିବା ଲୁହା ଖୁମ୍ୱକୁ ଆଲିଙ୍ଗନ କରିବାକୁ ପଡ଼େ ବୋଲି ପୁରାଣରେ ଲେଖା ଅଛି]