Jump to content

ତବତି

ଉଇକିଅଭିଧାନ‌ରୁ

ତବତି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତପ୍ତତା)

[ସମ୍ପାଦନା]
୧. ଉଷ୍ଣତା — ୧. Warmth.
୨. ତାତି; ଗରମି —୨. Heat.
୩. ଜ୍ୱର ଆଦି ଯୋଗୁଁ ହେବା ଶରୀରର ଉତ୍ତାପ — ୩. High temperature of the body during fever etc.