Jump to content

ତବତିଆ

ଉଇକିଅଭିଧାନ‌ରୁ

ତବତିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ତପ୍ତ)

[ସମ୍ପାଦନା]
୧. ଉତ୍ତାପଯୁକ୍ତ; ତାତିଲା — ୧. Hot; warm.
୨. ଯେ ତବତ ଭାତ ଖାଏ — ୨. One who eats boiled rice while still hot.

ଚାଉଳ ସେରକୁ ତିନି ତବତିଆ, ମଝିରେ ବସିଛି ଶରୀପତିଆ ଢଗ

[ଦ୍ରଷ୍ଟବ୍ୟ —ଏ ଦେଶରେ ମଧ୍ୟବିତ୍ତ ଓ ବଡ଼ଲୋକଙ୍କ ବ୍ୟତୀତ ଅନ୍ୟମାନେ ଦୁଇବେଳା ତବତ ଭାତ ନ ଖାଇ ଓଳିଏ ତବତ ଓ ଅନ୍ୟ ବେଳା ପଖାଳ ଖାଆନ୍ତି]

୩. ଯେ ତବତ ଭାତ ଖାଇବାକୁ ଉପସ୍ଥିତ ହୁଏ — ୩. One ready to take fresh boiled rice.