Jump to content

ତବଦା

ଉଇକିଅଭିଧାନ‌ରୁ

ତବଦା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ସ୍ତବ୍ଧ)

[ସମ୍ପାଦନା]
୧. ସ୍ପନ୍ଦହୀନ; ନିଶ୍ଚଳ; ସ୍ତବ୍ଧ — ୧. Motionless; calm.
୨. ବନ୍ଦ କରାଯାଇ ଥିବା; ସ୍ତମ୍ଭିତ —୨. Stopped.
୩. (କର୍ଣ୍ଣ) ବଧିରୀକୃତ; ତାବଦା — ୩. Deafened; stiffened.

(ଯଥା—ଘଡ଼ଘଡ଼ି ରଡ଼ିରେ ମୋ କାନ ତବଦା ହୋଇଗଲା]

୪. ମୂର୍ଚ୍ଛିତ —୪. Swooned; fainted.
୫. (ଶରୀର ବା ଅଙ୍ଗବିଶେଷ) ବୋଧଶକ୍ତି ରହିତ — ୫. Turned rigid; deadened.
୬. ଅବଶୀକୃତ —୬. Paralysed.