ତବ୍ୟ
ଦେଖଣା
ତବ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ପ୍ରତ୍ୟୟ
[ସମ୍ପାଦନା]ଧାତୁର ଉତ୍ତର ଭବିଷ୍ୟତ୍କାଳରେ ଯୋଗ୍ୟ, ଉଚିତ ବା କର୍ତ୍ତବ୍ୟ ଅର୍ଥରେ ହେବା ପ୍ରତ୍ୟୟ ବିଶେଷ (ଯଥା— ଶ୍ରୋତବ୍ୟ=ଶୁଣିବାର ଯୋଗ୍ୟ) —An affix with which future passive participles are formed from verbal roots like the English affix 'able' as in 'readable'; meaning, fit to be, deserving to be or requring to be.