Jump to content

ତମକ

ଉଇକିଅଭିଧାନ‌ରୁ

ତମକ

ଉଚ୍ଚାରଣ

[ସମ୍ପାଦନା]

(ତମକ ଶ୍ୱାସ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ତମ୍ ଧାତୁ+କରଣ ଅକ; ଯାହାଦ୍ୱାରା ରୋଗୀ କ୍ଳିଷ୍ଟ ହୁଏ)

[ସମ୍ପାଦନା]

ଏକପ୍ରକାର ଶ୍ୱାସରୋଗ; ଦମା କାସ — A kind of asthma accompanied with fits of coughing and strained breathing.

[ଦ୍ରଷ୍ଟବ୍ୟ —ଏଥିରେ କାସିବା ସଙ୍ଗେ ସଙ୍ଗେ ଭାରୀ ଶୋଷ ହୁଏ, ଦେହରୁ ଖୁବ୍ ଝାଳ ବହେ ଓ ଗଳା ଭିତର ଘଡ଼ଘଡ଼ ହୁଏ ମେଘୁଆ ପାଗରେ ଏ ରୋଗର ଆକ୍ରମଣର ପ୍ରାବଲ୍ୟ ଦେଖାଯାଏ— ହିନ୍ଦୀ - ଶବ୍ଦସାଗର]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କ୍ରୋଧ; ରାଗ —୧. Anger; rage.
୨. ତେଜ; ତୀବ୍ରତା —୨. Fury.
୩. ହପ୍ପା —୩. Fit; gust; burst.