Jump to content

ତମତ

ଉଇକିଅଭିଧାନ‌ରୁ

ତମତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତମ୍ ଧାତୁ+ତ)

[ସମ୍ପାଦନା]
୧. (+କର୍ତ୍ତୃ. ତ) ତୃଷିତ — ୧. Thirsty.
୨. ଲାଳୟିତ —୨. Longing for.
୩. (+କର୍ମ. ତ)—ବାଞ୍ଛିତ — ୩. Wished for; desired.