Jump to content

ତମତମ

ଉଇକିଅଭିଧାନ‌ରୁ

ତମତମ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ (ସଂସ୍କୃତ - ତମଃ=କ୍ରୋଧ)

[ସମ୍ପାଦନା]
୧. (ରାଗରେ) ଜର୍ଜର ବା ଅଧିର — ୧. Full of; brimming with (anger).

[ଦ୍ରଷ୍ଟବ୍ୟ —ସେ ରାଗରେ ତମତମ ହୋଇ ମୋ ଉପରକୁ ଉହୁଙ୍କି ଆସିଲା]

୨. କ୍ରୋଧାନ୍ଧ; ଅତିଶୟ କ୍ରୋଧଯୁକ୍ତ — ୨. Over powered with anger; trembling with rage.

ଅର୍ଜୁନ ମୁଖୁଁ ଏହା ଶୁଣିବାକ୍ଷଣି ଭୀମ ବଳ ଆଶ୍ରେ କରିଣ ହେଲେ ତମତମ—କୃଷ୍ଣସିଂହ. ମହାଭାରତ. ଆଦି