ତମସ
ଦେଖଣା
ତମସ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତମ୍ ଧାତୁ+କରଣ. ଅସ)
[ସମ୍ପାଦନା]- ୧. ଅନ୍ଧକାର — ୧. Darkness; gloom.
ବିଧ୍ୱଂସନ ତମସ କ୍ରମଶେ, ବିକର୍ତ୍ତନ ଭଦେ ହୋଇ ଆସେ ଭଞ୍ଜ. ବୈଦେହୀଶବିଳାସ
- ୨. ଅଜ୍ଞାନ —୨. Ignorance.
- ୩. ତମୋଗୁଣ —୩. Lowest human passions; low animal passions.
- ୪. ନଗର ବିଶେଷ —୪. Name of a town.
[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ, ଯଥା— ତମସାଚ୍ଛନ୍ନ, ତମସାକ୍ରାନ୍ତ, ତମସାନ୍ଧ, ତମସାବୃତ, ତମସାକୁଳ ଇତ୍ୟାଦି]