ତମସା
ଦେଖଣା
ତମସା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ତମସ+ସ୍ତ୍ରୀ. ଆ)
[ସମ୍ପାଦନା]ନଦୀ ବିଶେଷ — Name of a river in N. India.
[ଦ୍ରଷ୍ଟବ୍ୟ —ଏହି ନଦୀ ଯମୁନାର ଉତ୍ପତ୍ତିସ୍ଥାନର ନିକଟବର୍ତ୍ତୀ ଗଢ଼ବାର୍ ଦେଶରେ ପ୍ରବାହିତ ଗୋଟିଏ ବ୍ୟାଧ କ୍ରୌଞ୍ଚଯୁଗଳ ମଧ୍ୟରୁ ଗୋଟିକୁ ମାରି ପକାଇବାର ଦେଖି ଏହି ନଦୀର ନିକଟସ୍ଥ ଅରଣ୍ୟରେ ବାଲ୍ମୀକି ମୁନିଙ୍କ ମୁଖରୁ ଛନ୍ଦୋବଦ୍ଧ ପ୍ରଥମ ଶ୍ଳୋକ ଉଚ୍ଚାରିତ ହୋଇଥିଲା; ଯଥା— "ମା ନିଷାଦ ପ୍ରତିଷ୍ଠାଂତ୍ୱ ମଗମଃ ଶାଶ୍ୱତୀଃ ସମାଃ ଯତ୍ କ୍ରୌଞ୍ଚ ମିଥୁନାଦେବ ମବଧୀଃ କାମମୋହିତଂ"]