ତମସୁକ
ଦେଖଣା
ତମସୁକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ତମସ୍ସୁକ୍)
[ସମ୍ପାଦନା]ଋଣଲେଖ; ଖାତକର ମହାଜନକୁ ଲେଖିଦେବା ଋଣଗ୍ରହଣର ନିଦର୍ଶନପତ୍ର; ଋଣପତ୍ର; ଗୋଜା —Bond; handnote.
[ଦ୍ରଷ୍ଟବ୍ୟ —ତମସୁକ ନାନାପ୍ରକାର; ଯଥା—ପୋଲା ବା ସାଧା ତମସୁକ, ବନ୍ଧକୀ ତମସୁକ, ଯାଏବନ୍ଧକ ବା ରହଣବନ୍ଧକ ତମସୁକ, ଫଳବନ୍ଧକ ବା ଦଖଲବନ୍ଧକ ତମସୁକ, କଣ୍ଟ ବା କଟବନ୍ଧକ ତମସୁକ ଓ ଯାମିନ୍ନାମା ତମସୁକ]