Jump to content

ତମାଖୁ ସଜାଇବା

ଉଇକିଅଭିଧାନ‌ରୁ

ତମାଖୁ ସଜାଇବା

ଉଚ୍ଚାରଣ

[ସମ୍ପାଦନା]

(ତମାଖୁ ଚଢ଼ାଇବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଧୂଆଁ ଖାଇବା ପାଇଁ ହୁକ୍କାର ଚିଲମରେ ଗୁଡ଼ାଖୁ ବା ଧୂଆଁ ପତ୍ର ଖଣ୍ଡମାନ ରଖି ତହିଁରେ ଅଗ୍ନି ସଂଯୋଜିତ କରି ପିଇବାର ବ୍ୟବସ୍ଥା କରିବା —To fit a hubble-bubble with smoking mixure and fire.