Jump to content

ତମାଳିକା

ଉଇକିଅଭିଧାନ‌ରୁ

ତମାଳିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ତମାଳ+ସମ୍ୱନ୍ଧାର୍ଥରେ ଇକ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ତମଲୁକ ଦେଶ; ତାମ୍ରଲିପ୍ତ —୧. The country of Tamlook (a subdivision and town in Midnapur district).
୨. ଭୂଇଁ ଅଅଁଳା —୨. Philanthus Niruri (a herb.).


୩. ମଞ୍ଜିଷ୍ଠା (ଦେଖ) - —୩. Man̄jishṭhā (See)