Jump to content

ତମାଳ ପତ୍ର

ଉଇକିଅଭିଧାନ‌ରୁ

ତମାଳ ପତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - କ୍ଳୀ. (୬ଷ୍ଠୀ ତତ୍; ତମାଳ+ପତ୍ର)

[ସମ୍ପାଦନା]
୧. ତମାଳଗଛର ପତ୍ର — ୧. The leaf of the Tamāḻa tree.
୨. ତମାଳଗଛ —୨. The Tamāḻa tree.
୩. ଚନ୍ଦନର ଚିତା ବା ତିଳକ — ୩. Sandal-mark on the forehead.