Jump to content

ତମାଳ ଶ୍ୟାମ

ଉଇକିଅଭିଧାନ‌ରୁ

ତମାଳ ଶ୍ୟାମ

ଉଚ୍ଚାରଣ

[ସମ୍ପାଦନା]
ତମାଳଶ୍ୟାମା—ସ୍ତ୍ରୀ 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଉପମାନ କର୍ମଧାରୟ)

[ସମ୍ପାଦନା]

ତମାଳପରି କୃଷ୍ଣବର୍ଣ୍ଣ (ବ୍ୟକ୍ତି) —Of a dark colour like the Tamāḻa tree; of a bluish dark complexion.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶ୍ରୀକୃଷ୍ଣ —Ṡrīkṛushṇa.

ତୋ ଘେନି ତମାଳଶ୍ୟାମ ମୋ ମରଜି କଷିଲାରେ— କବିସୂର୍ଯ୍ୟ. କିଶୋରୀଚମ୍ପୁ ଢ. ଗୀତ