ତମାସା
ଦେଖଣା
ତମାସା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ତମାସା=ମନୋରଞ୍ଜକ ଦୃଶ୍ୟ, ଯାତ୍ରା)
[ସମ୍ପାଦନା]- ୧. ତାମସା; ଖେଳ; ଜନ ମନୋରଞ୍ଜକ ଦୃଶ୍ୟ — ୧. A diversion; games.
(ଯଥା—ମେଳା, ନାଟ, ଥିଏଟର, ଯାତ୍ରା, ଆତସବାଜୀ)
- ୨. ଆମୋଦ; ଆନନ୍ଦୋତ୍ସବ —୨. Merriment.
- ୩. ପ୍ରଦର୍ଶିନୀ; ଦୃଶ୍ୟ — ୩. A show; a sight; exhibition.
- ୪. ରହସ୍ୟ; ପରିହାସ; ଥଟ୍ଟା — ୪. A joke; jest; fun.
[ଦ୍ରଷ୍ଟବ୍ୟ —ଏହା ଥଟ୍ଟା ଓ ନାଟ ଶବ୍ଦ ପରେ ଅନୁଚର ଶବ୍ଦରୂପେ ବ୍ୟବହୃତ ହୁଏ]
- ୫. ଅଦ୍ଭୁତ ବ୍ୟାପାର —୫. Wonderful event.