ତମାସା କରିବା
ଦେଖଣା
ତମାସା କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତମାସା କରିବା
|
ତମାସା ଲଗା(ଗେ)ଇବା, ତମାସା କାଢ଼ିବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ତାମ୍ସା କରିବା; ନାଟ ବା ଖେଳ ଦେଖାଇବା —୧. To set up a show.
- ୨. ଥଟ୍ଟା କରିବା — ୨. To make fun.
- ୩. ରହସ୍ୟ କରିବା — ୩. To play tricks.