Jump to content

ତମି

ଉଇକିଅଭିଧାନ‌ରୁ

ତମି

ଉଚ୍ଚାରଣ

[ସମ୍ପାଦନା]

(ତମୀ—ଅନ୍ୟରୂପ)

ସଂସ୍କୃତ - ବି(ତମ୍ ଧାତୁ+ଅଧିକରଣ; ଇ. ଯହିଁରେ ସବୁ ବସ୍ତୁ ମ୍ଳାନ ହୁଏ)

[ସମ୍ପାଦନା]

ତମୀ; ରାତ୍ରି —Night.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରାଗ, କ୍ରୋଧ —Anger.