Jump to content

ତମିବା

ଉଇକିଅଭିଧାନ‌ରୁ

ତମିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ତମ୍)

[ସମ୍ପାଦନା]
୧. କ୍ରୃଦ୍ଧ ହେବା; ରାଗାନ୍ୱିତ ହେବା — ୧. To be angry; to be enraged.

ଶାଲ୍ୱର ସେ କରମ ଦେଖିଣ ତମିଲେ କୃଷ୍ଣସିଂହ. ମହାଭାରତ. ବନ