Jump to content

ତମିସ୍ର

ଉଇକିଅଭିଧାନ‌ରୁ

ତମିସ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - ଓ କ୍ଳୀ (ତମସ୍=ଅନ୍ଧକାର+ସ୍ୱାର୍ଥରେ ଓ ଆଛି ଅର୍ଥରେ ର. ନିପାତନ)

[ସମ୍ପାଦନା]
୧. ଅନ୍ଧକାର —୧. Darkness.

ବାମନ ତେଜେ ଅସ୍ତ ଗଲେ, ତମିମ୍ର ଯେହ୍ନେ ପ୍ରାତଃ କାଳେ ଜଗନ୍ନାଥ. ଭାଗବତ

୨. କ୍ରୋଧ; କୋପ —୨. Wrath; anger.
୩. ଅଜ୍ଞାନ —୩. Ignorance.
୪. ଅନ୍ଧକାରମୟ ନରକବିଶେଷ — ୪. Name of a dark hell.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଅନ୍ଧାରୁଆ; ତମୋମୟ —Dark.