Jump to content

ତମୀ

ଉଇକିଅଭିଧାନ‌ରୁ

ତମୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତମ+ଯୁକ୍ତ ବା ଅଛି ଅର୍ଥରେ ଈ)

[ସମ୍ପାଦନା]
୧. ରାତ୍ରି —୧. Night.
୨. ହରିଦ୍ରା; ହଳଦି —୨. Turmeric.

ଦେଶଜ - ବିଶେଷଣ - (ସଂସ୍କୃତ - ତମସ୍ୱୀ)

[ସମ୍ପାଦନା]
୧. କ୍ରୋଧୀ; ରାଗୀ — ୧. Angry; wrathful.

ଭୟରେ ଦୂର୍ଯ୍ୟୋଧନ ସୂଚୀ ଅଗ୍ରେ ଭୂମି ଦେବାର ନୁହନ୍ତି ସେ ଅଟନ୍ତି ତ ତମୀ କୃଷ୍ଣସିଂହ. ମହାଭାରତ ଉଦୋଗୀ

୨. (ବ୍ୟସନାଦିରେ) ଆସକ୍ତ; ରତ —୨. Addicted to.

ଦ୍ରୌପଦୀ ବୋଇଲେ କି ବୋଲ ପ୍ରାତିକାମି କେଉଁ ରାଜା ଅଛି ଖେଳରେ ହୋଇ ତମୀ କୃଷ୍ଣସିଂହ. ମହାଭାରତ. ସଭା