Jump to content

ତମୀଜ୍

ଉଇକିଅଭିଧାନ‌ରୁ

ତମୀଜ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ତମୀଜ୍ଦାର୍—ବିଣ)

ବୈଦେଶିକ - ବିଶେଷ୍ୟ - (ଆ)

[ସମ୍ପାଦନା]
୧. ଭଲ ଓ ମନ୍ଦ ଚିହ୍ନିବା ଶକ୍ତି — ୧. Discrimination.
୨. ବୁଦ୍ଧି —୨. Intelligence.
୩. ଆଦବ କାଇଦା —୩. Etiquette.