ତମୋଗୁଣ
ଦେଖଣା
ତମୋଗୁଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ତମଃ+ଗୁଣ)
[ସମ୍ପାଦନା]- ୧. ମନୁଷ୍ୟ ପ୍ରକୃତିର ୩ଗୋଟି ଗୁଣ ମଧ୍ୟରୁ ଅଧମ ଗୁଣ ୧. The lowest human passion.
[ଦ୍ରଷ୍ଟବ୍ୟ —କାମ କ୍ରୋଧାଦି ଷଡ଼ରିପୁ ଏଥିରୁ ଜାତ]
- ୨. ସୃଷ୍ଟିର ଆଦିମ ପ୍ରକୃତିର ଏକତମ ଗୁଣ — ୨. One of the ୩ primeval qualities of matter.
[ଦ୍ରଷ୍ଟବ୍ୟ —ହିନ୍ଦୁ ଶାସ୍ତ୍ର ଅନୁସାରେ ପ୍ରକୃତି ସତ୍ତ୍ୱ, ରଜଃ ଓ ତମଃ ଏହି ୩ ଗୁଣରେ ବିଭକ୍ତ ସତ୍ତ୍ୱ ଗୁଣକୁ ଉଚ୍ଚ ବା ସୁଗୁଣ ବୋଲା— ଯାଏ ଏହାଦ୍ୱାରା ସୃଷ୍ଟିର ଆରମ୍ଭ ରଜଃ ମଧ୍ୟମ, ଏହାଦ୍ୱାରା ସୃଷ୍ଟିର ପାଳନ; ତମଃ ଅଧମ ବା ମନ୍ଦଗୁଣ, ଏହାଦ୍ୱାରା ସୃଷ୍ଟିର ନାଶ]
- ୩. ଅହଂକାର —୩. Arrogance; pride.
- ୪. ସୃଷ୍ଟିର ପ୍ରଳୟକାରିଣୀ ଶକ୍ତି —୪. The force which destroys the universe.