ତମୋଘ୍ନ
ଦେଖଣା
ତମୋଘ୍ନ
ଉଚ୍ଚାରଣ
[ସମ୍ପାଦନା](ତମୋଘ୍ନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ତମସ୍=ଅନ୍ଧକାର+ହନ୍ ଧାତୁ=ନାଶ କରିବା+କର୍ତ୍ତୃ. ଅ)
[ସମ୍ପାଦନା]ଯେ ଅନ୍ଧକାର ନାଶ କରେ; ତମୋହା; ତମୋପହ; ତମୋହର; ତମୋନୁଦ — Dispelling darkness.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ସୂର୍ଯ୍ୟ —୨. The sun.
- ୨. ଚନ୍ଦ୍ର —୨. The moon.
- ୩. ଅଗ୍ନି —୩. Fire.
- ୪. ଦୀପଶିଖା —୪. Flame of lamp-light.
- ୫. ବିଷ୍ଣୁ; ପରମେଶ୍ୱର —୫. God; Bishṇu.
- ୬. ଶିବ; ମହାଦେବ —୫. God Ṡiba.
- ୭. ବୁଦ୍ଧଦେବ —୭. The Buddha.
- ୮. ଜ୍ଞାନ —୮. True knowledge.