ତମୋନୁଦ
ଦେଖଣା
ତମୋନୁଦ
ଉଚ୍ଚାରଣ
[ସମ୍ପାଦନା](ତମୋନୁଦା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ତମସ୍+ନୁଦ୍ ଧାତୁ=କ୍ଷେପଣ କରିବା +କର୍ତ୍ତୃ. ଅ)
[ସମ୍ପାଦନା]ତମୋନାଶକ (ଦେଖ) - Tamonāṡaka (See)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଅଗ୍ନି —୧. Fire.
- ୨. ସୂର୍ଯ୍ୟ —୨. The sun
- ୩. ଚନ୍ଦ୍ର —୩. The moon
- ୪. ପ୍ରଦୀପ —୪. Lamp.
- ୫. ଆଲୋକ —୫. Light.
- ୬. ପୁତ୍ର —୬. Son.
- ୭. ଜ୍ଞାନ —୭. Knowledge.