Jump to content

ତମୋମଣି

ଉଇକିଅଭିଧାନ‌ରୁ

ତମୋମଣି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ତମଃ+ମଣି; ରୂପକ)

[ସମ୍ପାଦନା]
୧. ଖଦ୍ୟୋତ — ୧. Firefly.
୨. ଗୋମେଦ ମଣି; ପୀତବର୍ଣ୍ଣ ରତ୍ନ; ବୈଦୂର୍ଯ୍ୟ ମଣି — ୨. The topaz or agate (a gem).