ତମୋମୟ
ଦେଖଣା
ତମୋମୟ
ଉଚ୍ଚାରଣ
[ସମ୍ପାଦନା](ତମୋମୟୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ତମସ୍+ପ୍ରାଚୁର୍ଯ୍ୟାର୍ଥେ. ମୟ)
[ସମ୍ପାଦନା]- ୧. ତମସାଚ୍ଛନ୍ନ; ଅନ୍ଧକାରାବୃତ —୧. Dark; gloomy; involved in darkness.
- ୨. ଅଜ୍ଞାନାଚ୍ଛନ୍ନ —୨. Steeped in ignorance.
- ୩. ଅହଂକାର ପରିପୂର୍ଣ୍ଣ — ୩. Steeped in arrogance.
- ୪. ରୋଷାବିଷ୍ଟ —୪. Wrathful.
ସଂସ୍କୃତ - ବିଶେଷ୍ୟ - ପୁଂ.
[ସମ୍ପାଦନା]ରାହୁ —The Ascending Node.